ଅଟ୍ରି ଉଷ୍ମ ପ୍ରସ୍ରବଣରେ ବନ୍ୟାଜଳ

ଖୋର୍ଦ୍ଧା- ମହାନଦୀର ଶାଖା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଖୋର୍ଦ୍ଧା ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର ଭିତରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବେଶ କରିଛି । ଏଥିସହ ବାଙ୍କୀ ଓ ତୁଳସୀପୁର ଜଳାର୍ଣ୍ଣବ ହୋଇଛି । ସେହିପରି ଦୟାନଦୀରେ ଆଜି ୩୦ ଫୁଟର ଘାଇ ସୃଷ୍ଟି ହୋଇ କଣାସ ବ୍ଳକର ଲୋକପାଳ ଏବଂ ହଳଦିଆପଡା ଅଂଚଳ ଜଳମଗ୍ନ ହୋଇଛି ।

Leave A Reply

Your email address will not be published.

1 + 2 =