ଅନୁଭବ ମହାନ୍ତିଙ୍କ ପ୍ରେସ ରିଲିଜ ଜାରି


ଭୁବନେଶ୍ୱର- ସାସଂଦ ଅନୁଭବ ମହାନ୍ତି ପ୍ରେସ ରିଲିଜ ଜାରି କରି ନିଜ ପକ୍ଷ ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ତାଙ୍କ ବିବାହ ଖରାପ ସମୟ ଧରି ଗତି କରୁଥିଲା । ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଉଭୟଙ୍କ ସାମାଜିକ ପ୍ରତିଷ୍ଠା ଥିବାରୁ ସେ ଓ ତାଙ୍କ ପରିବାର ପକ୍ଷରୁ ବିବାଦର ଆପୋଷ ସମାଧାନ କରିବା ପାଇଁ ବହୁତ ଚେଷ୍ଟା କରିଥିଲି । କିନ୍ତୁ ସଫଳ ହୋଇନଥିଲା । ଶେଷର କୋର୍ଟରେ ଛାଡପତ୍ର ପିଟିସିନ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ଅନୁଭବ ଦର୍ଶାଇଛନ୍ତି ।

Leave A Reply

Your email address will not be published.

three × one =