ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ପ୍ରମୁଖ ଖବର By Nyayabati Live Last updated Aug 22, 2020 157 0 ଅରୁଣାଚଳ ପ୍ରଦେଶ- ଅରୁଣାଚଳ ପ୍ରଦେଶ ସୁବନସିରି ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତ୍ରବିତା ୩.୫ ରେକର୍ଡ କରାଯାଇଛି । ପୂର୍ବରୁ ଅଗଷ୍ଟ ୬ ଅରୁଣାଚଳ ପ୍ରଦେଶର ତ୍ୱାୱାଙ୍ଗ ଅଂଚଳରେ ଭୂମିକମ୍ପ ହୋଇଥିଲା । ଏହାର ତ୍ରିବତା ୩.୦ ରହିଥିଲା । 0 157 Share