ଆଇଏସ ଅଫିସର ଉଷା ପାଢୀ ବେସମାରିକ ବିମାନଚଳାଚଳ ନିରପତାର ଡିଜି ଭାବେ ନିଯୁକ୍ତି ପାଇଛନ୍ତି


ଭୁବନେଶ୍ୱର- ଓଡିଶା କ୍ୟାଡର ଆଇଏସ ଅଫିସର ଉଷା ପାଢୀ ହେଲେ ବେସମାରିକ ବିମାନଚଳାଚଳ ନିରାପତାର ମହାନିର୍ଦେଶକ । ସେ ହେଉଛି ପ୍ରଥମ ମହିଳା ଓ ତୃତୀୟ ଆଇଏସ ଅଫିସର ଯିଏକି ଏହି ପଦରେ ନିଯୁକ୍ତି ହୋଇଛନ୍ତି । ଉଷା ପାଢୀ ୧୯୯୬ ବ୍ୟାଚର ଆଇଏସ ଅଫିସର ।

Leave A Reply

Your email address will not be published.

6 + fifteen =