ଆଜିର ପଞ୍ଜିକା

ଅଦ୍ୟ ଜୁଲାଇ ୨୩ ତାରିଖ ୨୦୨୦ ମସିହା (ଗୁରୁବାର)
ଶକାବ୍ଦ-୧୯୪୨
ସମ୍ବତ-୧୪୨୭
ସମ୍ବସôର- ଆନନେ୍ଦା
ଶ୍ରାବଣ- ଶୁକ୍ଳପକ୍ଷ
ତିଥି-ତୃତୀୟା ଦିନ ଘ୦୪/୪୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ମାଘା ଦିବା ଘ୦୫/୫୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫା
ଚନ୍ଦ୍ର-ସିଂହ
ଯୋଗ-ବ୍ୟତିପାତ
କରଣ-ତୈତିଲ
ସୂର୍ଯ୍ୟ-କର୍କଟ ୦୮ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୩୯
ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୩/୨୬
ଯୋଗିନି ଅଗ୍ନିକାଣ ଦିବା ଘ୦୪/୪୨ ଗତେ ନୈଋତକୋଣେ କର୍କଟ ଓ ମକର ରାଶିର ଘାତଚାନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ତୃତୀୟାର ଏକୋଦିÂା ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ ବାବେଳା-ଦିବାଘ ୦୩/୦୫ ଗତେ ଘ୦୬/୨୭ ମଧେ
ଅମୃତବେଳା -ଦିବା ଘ୧୦/୨୦ ଗତେ ଘ୧୧/୫୧ ମଧେ ଓ ଘ୧୦/୨୦ ଗତେ ଘ୧୧/୫୧ମଧେ ଓ ଘ୦୧/୩୨ ଗତେ ଘ୦୩/୦୩ ମଧେ ମାହେନ୍ଦ୍ରବେଳା -ଦିବା ଘ୦୭/୦୧ ମଧେ ଓ ଘ୧୧/୫୦ ଗତେ ଘ୦୧/୩୦ ମଧେ
ଅଦ୍ୟ ପୋଟଳ ଓ ଦିବା ଘ୦୪/୪୫ ଗତେ ମୂଳା ଉକ୍ଷଣ ନିଷେଧ

Leave A Reply

Your email address will not be published.

fourteen − five =