ଉତରପ୍ରଦେଶ ଲକଡାଉନ୍ : ଯୋଗୀ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତରପ୍ରଦେଶର ଯୋଗୀ ସରକାର ଫୁଣି ଥରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଉତରପ୍ରଦେଶରେ ଶୁକ୍ରବାର ରାତି ୧୦ ଟାରୁ ଜୁଲାଇ ୧୩ ତାରିଖ ଯାଏ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକୁ ଅନୁମତି ଦିଆଯିବ । ଲକଡାଉନ୍ ଦ୍ୱାରା ଟ୍ରେନ ଚଳାଚଳ , ମାଲ ଏବଂ ବିମାନ ଉଡାଣ ପ୍ରଭାବିତ ହେବନାହିଁ । ଏହା ସହିତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟର ଦୋକାନ, ଅନାବଶ୍ୟକ ଜିନିଷ ,ମଲ୍ ଏବଂ ରେଷ୍ଟୁରାଂଟ ବନ୍ଦ ରହିବ ।

Leave A Reply

Your email address will not be published.

one × 1 =