ରାଉରକେଲା : ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଉଦିତ ନଗର ଖେଳ ପଡିଆରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ପାଇପ ରଖାଯାଇଥିବା ବେଳେ ଆଜି ଦିନ ୧୨ଟା ୨୫ ରେ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁର ମାତ୍ରା ଅଧିକ ଥିବାରୁ ପାଖରେ ଦୋକନୀଙ୍କ ମଧ୍ୟରେ ଉଭୟ ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଓ ଆରଏସପିର ଦମକଳ ପହଂଚି ନିଆଁକୁ ଆୟତ କରିବା କରିଛି । ତେବେ ଏହି ଦୁର୍ଘଟଣାରେ ଲକ୍ଷାଧିକ୍ ଟଙ୍କାର ପାଇପ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।