ଋୁଷର ମିଳିତ ସାମରିକ ଅଭ୍ୟାସରେ ଭାରତ ସାମିଲ ହେବ


ନୂଆଦିଲ୍ଲୀ- ଚାଇନା ଓ ପାକିସ୍ତାନ ସହ ମିଶି ସାମରିକ ଯୁଦ୍ଧାଭ୍ୟାସ କରିବ ଭାରତ । ଏହା ଋୁଷରେ ଆୟୋଜିତ ହେବ । ଭାରତ,ଚାଇନା ଓ ପାକିସ୍ତାନ ବ୍ୟତୀତ ମୋଟ ୧୮ଟି ଦେଶ ଏଥିରେ ଭାଗ ନେବେ । ଏଥିରେ ୩ ସେନାର ୨୦୦ ଅଫିସର ଓ ଯବାନ ସାମିଲ ହେବେ । ସେପ୍ଟେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ କାଭକାଜ ୨୦୨୦ ନାଁରେ ଏହି ସାମରିକ ଅଭ୍ୟାସ ହେବ । ଋୁଷ ଏହାକୁ ଆୟୋଜନ କରୁଥିବାରୁ ଭାରତ ଏଥିରେ ସହମତି ପ୍ରକାଶ କରିଛି ।

Leave A Reply

Your email address will not be published.

5 + one =