ଭୁବନେଶ୍ୱର- ରାଜ୍ୟରେ କରେନା ନେଲା ପୁଣି ୯ ମୁଣ୍ଡ । ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ  ସମ୍ବଲପୁରରୁ ୪ ଜଣ, କଟକ ୨, ଗଞ୍ଜାମ, କେନ୍ଦୁଝର, ନୟାଗଡରୁ ଜଣେ ଲେଖାଏଁ ରହିଛି । ପୂର୍ବରୁ  ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ  କରୋନାରେ  ଏମାନଙ୍କ ମୃତ୍ୟୁ  ହୋଇଛି । ଏଯାବତ୍ ରାଜ୍ୟରେ  କରୋନା ଜନିତ ମୃତ୍ୟୁ  ସଂଖ୍ୟା   ୩୩୩ରେ ପଂହଚିଛି ।