ଓଡିଶାରେ ୬୦ ହଜାର ପାର କଲା କରେନା ଟେଷ୍ଟ ସଂଖ୍ୟା


ଭୁବନେଶ୍ୱର- ଗତ ୨୪ ଘଂଟାରେ ୬୧,୩୭୯ କରୋନା ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ର୍ୟାପିଡି ଆଂଟିଜେନ ଟେଷ୍ଟ ୫୪,୨୪୩ ଓ ଟ୍ରୁନଟ ଟେଷ୍ଟ ୮୨ ରହିଛି ।

Leave A Reply

Your email address will not be published.

14 + 7 =