କରୋନା ପାଇଁ ଖାଇପାରିବେନି ମନଇଛା ଔଷଧ


ଭୁବନେଶ୍ୱର- କରୋନା ପାଇଁ ମନଇଛା ଔଷଧ ନ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବେଶେଷକରି ଗ୍ରାମାଂଚଳର ଲୋକମାନେ ମନଇଛା କରୋନା ପାଇଁ ଔଷଧ ଖାଉଛନ୍ତି । ତେଣୁ ମନଇଛା ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । କେରାନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି । ସମସ୍ତ କୋଭିଡ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

10 + eleven =