କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ପଞ୍ଜାବ ସରକାରଙ୍କ ନୂଆ ନିୟମ


ଅମୃତସର- କରୋନା ସଂକ୍ରଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାର ପୁଣିଥରେ ଲକଡାଉନ କଟକଣାକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବ । ସଂନ୍ଧ୍ୟା ୭ରୁ ଭୋର ୫ ପର୍ଯ୍ୟନ୍ତ ରାତ୍ରୀ କର୍ଫୁ ଲାଗୁ କରାଯିବ । ଏହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । କରୋନା ଭାଇରସକୁ ରେକିବା ପାଇଁ ଆମେ ତୟାର ହେବା ଆବଶ୍ୟକ । ଉଭୟ ଜୀବନ ଓ ଜୀବିକା ଉପେର ଦୃଷ୍ଟି ଦେଇ ସଂକ୍ରମଣ ସହ ଆମକୁ ଲଢିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ।

Leave A Reply

Your email address will not be published.

three × four =