କୃଷି ବିଲକୁ ବିରୋଧ କରି ତେଜିଲେ ଚାଷୀ


ନୂଆଦିଲ୍ଲୀ- ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲକୁ ଅନୁମୋଦନ କରିବା ପାରେ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରାକାଶ ପାଇଛି । ଏହାକୁ ବିରୋଧ କରି ପଞ୍ଜାବ ଯୁବ କଂଗ୍ରେସର କର୍ମୀ ଆଜି ସକାଳେ ଇଣ୍ଡିଆ ଗେଟ ଆଗରେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ହୋ ହାଲ୍ଲା କରିଛନ୍ତି ବିକ୍ଷୋଭକାରୀ । ଶ୍ରମିକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ପଂହଚି ଟ୍ରାକ୍ଟରେ ଲାଗିଥିବା ନିଆଁକୁ ଲିଭାଇଛନ୍ତି ।

Leave A Reply

Your email address will not be published.

4 × three =