କୋଭିଡ ମୁକାବିଲା ପାଇଁ କେନ୍ଦ୍ରର ୮୯୦ କୋଟି ଟଙ୍କା ଆର୍ଥିକ ସହାୟତା

ନୂଆଦିଲ୍ଲୀ- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ରସରକାର ୮୯୦.୩୨ କୋଟି ଆର୍ଥିକ ସାହାୟତା ରାଶି ଘୋଷଣା କରିଛନ୍ତି । ଦ୍ୱିତୀୟ କିସ୍ତିରେ ୨୨ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଂଚଳ ପାଇଁ ଏହି ସହାୟତା ରାଶି ଘୋଷଣା କରିଛନ୍ତି । କରୋନା ଟେଷ୍ଟର ଉନ୍ନତି କରଣ, ଆଇସିୟୁ ବୋଡର ଉନ୍ନତି, ଅକ୍ସିଜେନ, ମେଡିକାଲ ପାଇପାଲାଇନ, ଆରଟିପିସିଆର ମେସିନ, ଆରଏନଏ କିଟ୍ ଇତ୍ୟା ଉନ୍ନତି କାରଣ ପାଇଁ ସରକାର ଏଭଳି ଘୋଷଣା କରିଛନ୍ତି । ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ,ଗୁଜୁରାଟ, କର୍ଣ୍ଣାଟକ, କେରଳ, ପଞ୍ଜବ, ତାମିଲନାଡୁ, ଦକ୍ଷିଣ ପଶ୍ଚିମାଂଚଳ, ଦାଦ୍ରାନଗର ହାବେଳି, ଡାମନ ଡିଉ, ଅରୁଣାଚଳପ୍ରଦେଶ, ଆସାମ, ମେଘାଳୟ, ମନିପୁର, ମିଜୋରାମ, ନାଗାଲାଣ୍ଡ ଓ ସିକମ ।

Leave A Reply

Your email address will not be published.

5 + sixteen =