ଖୋର୍ଦ୍ଧା ଜିଲ୍ଲାପାଳଙ୍କ କରୋନା ଟେଷ୍ଟ


ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସନତ ମହାନ୍ତିଙ୍କ କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସନି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସର ଅନ୍ୟ କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଛି । ଏତଦ୍ ବ୍ୟତିତ ଜିଲ୍ଲାପାଳଙ୍କ ଡ୍ରାଇଭର, ପିଏସଓ, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶିକ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ କୋଭିଡ ଟେଷ୍ଟ କରାଇଛନ୍ତି ।

Leave A Reply

Your email address will not be published.

10 − 1 =