ଖୋଲିଲା ହୀରାକୁଦ ଡ୍ୟାମର ୩ଟି ଗେଟ


ସମ୍ବଲପୁର- ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଡ୍ୟାମର ୩ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ନେଇ ଜଳ ନିଷ୍କାସିତ ହେଉଛି । ଡ୍ୟାମ ଭିତରେ ୧ଲକ୍ଷ ୮୫ ହଜାର ୨୯ କୁ୍ୟସିକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୬ ହଜାର ୨୨୮ କୁ୍ୟସେକ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.

one + 1 =