ଗଣେପୂଜା ପାଇଁ ହୋଇପାରୁନି ଚୂଡାନ୍ତ ନିଷ୍ପତି


କଟକ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ଗଣେଶ ପୂଜା ହେବକି ନାହିଁ ତାକୁ ନେଇ ଦ୍ୱନ୍ଧ ରହିଛି । ଆଉ ୨ ଦିନ ପରେ ପୂଜା କିନ୍ତ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନାହିଁ । ଗଣେଶ ପୂଜା ପାଇଁ ହାଇକୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତି ଛାଡି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି କଟକ ଭୁବନେଶ୍ୱରରେ ଗଶେଶ ପୂଜା ନହେବା ପାଇଁ କମିଶନରେଟ ପୋଲିସ ରୋକ ଲଗାଇଥିଲା । ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ତେବେ ହାଇକୋର୍ଟ ଏହାର ଶୁଣାଣି କରି ସ୍ଥାନୀୟ ଅଧିକାରୀଙ୍କ ଉପରେ ଛାଡି ଦେଇଛନ୍ତି ।

Leave A Reply

Your email address will not be published.

2 + nine =