ନୂଆଦିଲ୍ଲୀ- ଗତ ୨୪ଘଂଟାରେ ୭୫,୮୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତ ହାର ୪୨,୮୦,୪୨୩ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୋଟ ୮, ୮୨, ୫୪୨ ସକ୍ରିୟ ମାମଲା ରହିଛି ଓ ୭୨,୭୭୫ ଜଣଙ୍କ ମୃତ୍ୟୁ ହୋଇଛି । ୩୨,୫୦,୪୯୨ ବିିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।