ଗୋଟିଏ ଦିନରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ: ଗଞ୍ଜମାକୁ ଟପିଲା ଖୋର୍ଦ୍ଧା


ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୪୧୬ ଓ ୮୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମ ୨୪୬, ବୈଦ୍ଧ ୫୩, କଟକ ୧୧୭, ଢେଙ୍କାନାଳ ୩୬, ଗଜପତି ୪୨, ଜଗତସିଂହପୁର ୨୬, ଯାଜପୁର ୭୫, ଝାସୁଗୁଡା ୧୩, କଳାହାଣ୍ଡି ୨୧, କନ୍ଧମାଳ ୯୦, କେନ୍ଦ୍ରାପଡା ୭, କେନ୍ଦୁଝର ୭୨, କୋରାପୁଟ ୯୧, ମାଲକାନାଗିରି ୫୫, ମୟୂରଭଞ୍ଜ ୮୦, ନବରଙ୍ଗପୁର ୧୪, ନୂଆପଡା ୮, ନୟାଗଡ ୧୪୭, ପୁରୀ ୪୦, ରାୟଗଡା ୧୨୦, ସମ୍ବଲପୁର ୫୩, ସୋନପୁର ୨୪, ସୁନ୍ଦରଗଡ ୬୪, ଅନୁଗୁଳ ୬, ବାଲେଶ୍ୱର ୧୩୦, ବରଗଡ ୫୧, ଭଦ୍ରକ ୭୩, ବଲାଙ୍ଗିର ୬୬ ରହିଉଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ ହୋଇଥିବା ବେଳେ ୪୩୭୭୯ ସୁସ୍ଥ ହୋଇଛନ୍ତି । ୨୦୩୩୯ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

5 × 3 =