ଜଳବିଦ୍ୟୁତ ପ୍ରକଳ୍ପ ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ୩ ନିଖୋଜ


ହାଇଦ୍ରାବାଦ- ତେଲେଙ୍ଗାନା ବିଦ୍ୟୁତ ପ୍ରକଳ୍ପ ଅଗ୍ନିକାଣ୍ଡରେ ଫସି ରହିଥିବା ୯ଜଣ କର୍ମଚାରୀଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ନିଖୋଜ ଅଛନ୍ତି । ଗତକାଲି ରାତିରେ ଏହି ନିଆଁ ଲାଗିଥିଲା । ଏହି ସମୟରେ ପ୍ରାୟ ୧୧ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତରେ ବାହାରି ଆସିବା ବେଳେ ଆଉ ୯ ଜଣ ଫସି ରହିଥିଲେ । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ ।

Leave A Reply

Your email address will not be published.

20 − twelve =