ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ନୂଆଦିଲ୍ଲୀ- ଆସନ୍ତା କାଲି ଅନୁଷ୍ଠିତ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏହି ସମ୍ମଳନୀର ବିଷୟ ବସ୍ତୁ ହେଉଛି ଜାତୀୟ ଶିକ୍ଷାନୀତି । କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟର ଆରମ୍ଭ ହୋଇଛି । ଆସନ୍ତାକାଲି ଦିନ ୧୦.୩୦ରେ ଭିଡିଓ କନଫରେନ୍ସ ଜରିଆରେ ଏହା ଅନୁଷ୍ଠିତ ହେବ ।

Leave A Reply

Your email address will not be published.

17 − six =