ଭୁବନେଶ୍ୱର- ସାବଧାନ; ଏଣିକି କଡା ହେଲା ଟ୍ରାଫିକ କଟକଣା । ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ଡ୍ରାଇଭିଂ ଲାଇାସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ । ସୁପ୍ରିମକୋର୍ଟ ସଡକ ନିରାପତା ଗାଇଡଲାଇନ୍ସ ଅନୁଯାୟୀ ପରିବହନ କମିଶନରଙ୍କ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି ।
୧- ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡି ଚଳାଇଲେ
୨- ରେଡ ଲାଇଟ କଟକଣା ନମାନି ଆଗକୁ ଗଲେ
୩- ଓଭରଲୋଡିଂ କିମ୍ବା ମାଲବାହୀ ଗାଡିରେ ଯାତ୍ରୀ ନେଲେ
୪- ନିଶାଦ୍ରବ୍ୟ ଖାଇ ଗାଡି ଚଳାଇଲେ
୪- ମୋବାଇଲରେ ଗପି ଗାଡି ଚଳାଇଲେ ବାତିଲ