ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ


ଭୁବନେଶ୍ୱର- ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ ବୋଲି ରାଜ୍ୟ ପରିବହନ କମିଶନର ପକ୍ଷରୁ ସୂଚନା ମିଳିଛି । ଆବେଦନ କାରୀ ସାରଥୀ ୱବେ ପୋର୍ଟାଲ WWW. PRARIVAHAN.GOV.IN ରେ ଆବେଦନ କରିପାରିବେ । ଆବେଦନକାରୀ କଣ କଣ ଆବେଦନ କରିବେ ସେଥିପାଇଁ ଆରଟିଓ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
୧-ରିନିୱାଲ ଡ୍ରାଇଭିଙ୍ଗଂ ଲାଇସେନ୍ସ
୨- ଡ୍ରାଇଭିଂଙ୍ଗ ଲାଇସେନ୍ସର ସ୍ଥାନ ପରିବର୍ତନ
୩- ନମ ପରିବର୍ତନ
୪- ବାୱମାଟ୍ରିକ ପରିବର୍ତନ
୫- ରିପ୍ଳୋସମେଂଟ
୬- ଇଷ୍ଟ୍ରାକସନ୍
୭- ସିଓଭି
୮- ଏନଓସି
ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଫିସକୁ ନୋଟସ୍ ପଠାଯାଇଛି । କରୋନା ସମୟରେ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଆବେଦନକାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

ten + two =