ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ

ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ
ନୂଆଦିଲ୍ଲୀ- ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ପକ୍ଷରୁ ଦକ୍ଷିଣ ପୂର୍ବ ଫିଲିିପାଇନ୍ସରେ ବଡ ଧରଣର ବିସ୍ଫୋରଣ । ଏଥିରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏକାଧିକ ଲୋକ ଆହାତ ହୋଇଛନ୍ତି । ଆତଙ୍କବାଦୀ ପୂର୍ବରୁ ଆକ୍ରମଣ କରିବେ ବୋଳି ସୂଚନା ମିଳିଥିଲା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।


Leave A Reply

Your email address will not be published.

15 + eight =