ଭୁବେନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨,୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୯୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୫୪ ଲେକାଲ କେସ୍ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୧ , ଗଞ୍ଜାମ ୨୪୩, ଅନୁଗୁଳ ୧୫, ବାଲେଶ୍ୱର ୧୪୨, ବରଗଡ ୩୫, ଭଦ୍ରକ ୧୦୪, ବଲାଙ୍ଗିର ୩୭, ବୈଦ୍ଧ ୪୯, କଟକ ୧୯୪, ଢେଙ୍କାନାଳ ୧୮, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୯୮, ଝାସୁଗୁଡା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡା ୨୭, କେନ୍ଦୁଝର ୧୩, କେରାପୁଟ ୯୪, ମାଲକାନାଗିରି ୯୮, ମୟୂରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ ୧୩, ନୂଆପଡା ୯, ପୁରୀ ୬୮, ରାୟଗଡା ୧୬୦, ସମ୍ବଲପୁର ୩୫, ସୋନପୁର ୧୧, ସୁନ୍ଦରଗଡ ୧୩୬ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପଂହଚିଥିବା ବେଳେ ୪୨୨୭୬ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ୧୯୬୧୨ ସକ୍ରିୟ ମାମଲା ରହିଛି ।