ଦିଲ୍ଲୀ ଏମସରୁ ଡିସଚାର୍ଜ ହେଲେ ଗୃହମନ୍ତ୍ରୀ ଅମିତ ଶାହା


ଦିଲ୍ଲୀ- ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଏମସରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ଏମସ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗଷ୍ଟ ୨ ତାରିଖରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତି ହୋଇଥିଲେ । ଅଗଷ୍ଟ ୧୪ ତାରିଖରେ ଶାହାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଘରକୁ ଡିସାଚର୍ଜ କରାଯାଇଥିଲା । ଡିସାଚର୍ଜ ହେବାର ୪ ଦିନ ପରେ ଶରୀରରେ ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତି କରାଯାଇଥିଲା ।

Leave A Reply

Your email address will not be published.

nineteen − eight =