ଦେଶରେ ୬୧,୪୦୮ ନୂଆ ସଂକ୍ରମଣ


ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୬୧,୪୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୦୬,୩୪୮ରେ ପଂହଚିଛି । ଆରୋଗ୍ୟ ସଂଖ୍ୟା ୨୩,୩୮,୦୩୫କୁ ବୃଦ୍ଧି ପାଇଛି । ଦେଶରେ ଆରୋଗ୍ୟ ହାର ୭୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୭,୧୦,୭୭୧ସକ୍ରିୟ ମାମଲା ରହିଛି ଓ ୫୭,୫୪୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

fifteen + six =