ପୁଲୱମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ ଦାଖଲ


ନୂଆଦିଲ୍ଲୀ- ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ ଦାଖଲ କରାଯିବ । ଏହି ଚାର୍ଜସିଟରେ ଉଲ୍ଲେଖ ଅଛି ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ । ଏନେଇ ଏନଆଇଏ ଟିମ ଜାମ୍ମୁକୋର୍ଟରେ ପଂହଚିଛନ୍ତି । ଆତଙ୍କବାଦୀ କିପରି ଏଭଳି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ପାକିସ୍ତାନରେ ଯୋଜନା ପ୍ରସ୍ତୁତ ହୋଇଥିଲା ଓ ଏହି ଆକ୍ରମଣରେ ଅନ୍ୟ କେଉଁ ଆତଙ୍କବାଦୀ ସହଯୋଗ କରିଥିଲେ ସେ ନେଇ ସବିଶେଷ ତଥ୍ୟ ରହିଛି । ପ୍ରାୟ ୫ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.

two + three =