ପ୍ରକାଶ ପାଇଲା ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ
ବବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଅଜି ପ୍ରକାଶ ପାଇଛି । ଲକ୍ଷେ୍ନ ସିବିଆଇ ସ୍ପେଶାଲ କୋର୍ଟ ଏହି ମାମଲାର ରାୟ ଶୁଣାଣି କରି ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରାୟ ଶୁଣାଣି କରି କୋର୍ଟ କହିଛନ୍ତି ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ । ବାବ୍ରୀ ମସଜିଦ ଭଙ୍ଗାକୁ ପୂର୍ବ ଯୋଜନାପ୍ରସ୍ତୁତ ବୋଲି କୁହାଯାଇ ପାରିବ ନାହଁ । ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ , ଉମା ଭାରତୀ, ବିନୟ କଟିୟାର , କଲ୍ୟାଣ ସିଂହ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି ।