ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ.ଡି.କ, ସିଂହଙ୍କୁ କଟକ ଜିଲ୍ଳା, ବାଲେଶ୍ୱରର ବିଶାଲ ଦେବ, ଭଦ୍ରକ ବିଷ୍ଣୁପଦ ସେଠୀ, ଯାଜପୁର ଭି.ଭି ଯାଦବ ଓ ସତ୍ୟବ୍ରତ ସାହାଙ୍କୁ ଜଗତସିଂହପୁର ଜିଲ୍ଲା ଦିଆଯାଇଛି ।