ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକରେ ପଂହଚିଲା ଏନଡିଆରଏଫ ଟିମ ଓ ଓଡ୍ରାଫଟିମ୍


ଭଦ୍ରକ- ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକରେ ପଂହଚିଲା ଏନଡିଆରଏଫ ଓ ଓଡ୍ରାଫଟିମ । ଏନଡିଆରଏଫ ଟିମକୁ ଭଣ୍ଡାରୀପୋଖରୀ ଓ ଓଡ୍ରାଫ ଟିମକୁ ଧାମନଗରରେ ମୁତୟନ କରାଯାଇଛି । ସେହିପରି ଜିଲ୍ଲାପାଳ ଓ ତହସିଲଦାର ବନ୍ୟା ଜଳ ଅନୁଧ୍ୟାନ କରୁଛନ୍ତି । ୨ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବିିଭନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ବିଶେଷ କରି ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ରହିଛି । ତେଣୁ ବନ୍ୟାର ଆଶଙ୍କା କରାଯାଇ ଏନଡିଆରଏଫ ଟିମ ଓ ଓଡ୍ରାଫଟିମ ମୃତୟନ କରାଯାଇଛି ।

Leave A Reply

Your email address will not be published.

four × 1 =