ବେଡ ରୁମରୁ ଉଦ୍ଧାର ହେଲା ୫ ଫୁଟର କ୍ରୋବା


କଟକ- କଟକ ଜିଲ୍ଲାଳ ବାଙ୍କୀ ବ୍ଳକ ଅର୍ନ୍ତଗତ ହରିରାଜପୁର ଗ୍ରାମର ଜଣଙ୍କ ବେଡ ରୁମରୁ ୫ ଫୁଟର ଏକ କ୍ରୋବା ସାପ ଉଦ୍ଧାର କରାଯାଇଛି । ଏହି ବିଷାକ୍ତ ସାପ ବେଡ ରୁମରେ ଖେଳୁଥିଲା । ଘର ମାଲିକ ସରତ ପଣ୍ଡା ସାପକୁ ଦେଖି ସାଙ୍ଗେସାଙ୍ଗେ ସ୍ନୋକ ହେଲପ ଲାଇନ୍ସ ନମ୍ବର ଫୋନ କରିଥିଲେ । ସ୍ନୋକ ହେଲପ୍ ଲାଇନ ସଦସ୍ୟ ଆସିବା ବେଳକୁ ସାପ କେଉଁଠି ଲୁଚି ଯାଇଥିଲା ,ଏମାନେ ଘରର ବିିଭନ୍ନ ଜାଗା ଖୋଜା ଖୋଜି କରିଥିଲେ କିନ୍ତୁ ସାପକୁ ପାଇଲେନି । ଶେଷରେ ଏକ ପୁରୁଣା ଟିଭି ପାଖରୁ ସାପକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.

1 × 3 =