ନିର୍ବାଚନ ସରିବା ପରେ ବଢ଼ିଲା ତେଲ ଦର । ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ମୋଟ ୫ଟି ରାଜ୍ୟରେ ତୈଳ ଦର ବଢ଼ିଥିବା ସୂଚନା ମିଳିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୫ ପଇସା ଓ ଡିଜେଲ ଲିଟରକୁ ୮୦ ଟଙ୍କା ୯୧ ପଇସା ବିକ୍ରି ହେଉଛି ।