ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ


ଭୁବନେଶ୍ୱର- ଭଦ୍ରକ ବିଜେଡି ଲୋକସଭା ସଦସ୍ୟ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ମଞ୍ଜୁଲତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ହୋମ କ୍ୱାରେନଟାଂଇନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେ ଆଇସୋଲେସନରେ ରହିବା ସହ କୋଭିଡ ଟେଷ୍ଟ କରିବାକୁ ମଞ୍ଜୁଲତା କହିଛନ୍ତି ।

Leave A Reply

Your email address will not be published.

six + nineteen =