ଭାରତ-ଚୀନ ସେନା ଅପସାରଣ ପାଇଁ ସହମତି


ନୂଆଦିଲ୍ଲୀ- ଭାରତ ଓ ଚୀନ ନିୟନ୍ତ୍ରଣ ରେଖାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଦିଗରେ ପୁଣି ଥରେ ସହମତି ପ୍ରକାଶ ପାଇଛି । ଗତକାଲି ଉଭୟ ଦେଶର ସୀମା ବ୍ୟାପର ସମ୍ପର୍କିତ କିମଟିର ଅଷ୍ଟାଦଶ ବୈଠକ ପରେ ଏହା କୁହାଯାଇଛି । ଏହି ବୈଠକରେ ବିଦେଶ ମନ୍ତ୍ରଣାଳୟ ପୂର୍ବ ଏସିଆ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଚୀନ ପ୍ରତିପକ୍ଷଙ୍କ ସହ ବୈଠକରେ ସାମିଲ ହୋଇଥିଲେ । ଉଭୟ ଦେଶ ସେନା ଅପସାରଣ ପାଇଁ କଥାବର୍ତା ଜାରି ରଖିବା ସହ ଆଗାମୀ ଦିନରେ ସାମରିକ ବୈଠକରେ ମିଳିତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.

eighteen − 15 =