ଭିଏତନାମରେ କରୋନାର ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ!

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୂତାଣୁର ଏକ ନୂତନ ତଥା ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ ହୋଇଛି । ଯାହାକି ଅତ୍ୟନ୍ତ ସାଘାତିକ ଓ ଘାତକ ବୋଲି ବିବେଚନା କରାଯାଉଛି । ବ୍ରିଟେନ ଓ ଭାରତ ଷ୍ଟ୍ରେନର ଭୂତାଣୁର ମିଶ୍ରଣରେ ଏହି ହାଇବ୍ରିଡ ଷ୍ଟ୍ରେନ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଶାରଦମାନେ କହିଛନ୍ତି । ଭିଏତନାମରେ ଏହି ଭୂତାଣୁ ଚିହ୍ନଟ ହେବା ପରେ ଚୀନ୍ ତାର ସୀମାକୁ ସୀଲ କରିଦେଇଥିବା କୁହାଯାଇଛି । ଅନ୍ୟପକ୍ଷରେ ଚୀନ୍‌ରେ ମଧ୍ୟ ଏହି ଭୂତାଣୁ ଠାବ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

18 − nine =