ଭୁବନେଶ୍ୱରରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର-ଆଜି ବିଏମସି ଅଂଚଳରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୮୩ ହୋଇଥିବା ବେଳେ ୨୧୮ ସ୍ଥାନୀୟ ସଂକ୍ରମିତ ରହିଛି । ବର୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫୪୪ ବୃଦ୍ଧି ପାଇଥିବା ବେଳେ ୧୫୭୪୬ ସୁସ୍ଥ ହୋଇଛନ୍ତି ଓ ୩୭୧୧ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଆଜି ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

six + 5 =