ମହାନଦୀ ଉପରେ ହେବ ବ୍ରିଜ ନିର୍ମାଣ


ଭୁବନେଶ୍ୱର- ଜଗତସିଂପୁର ଜିଲ୍ଲା ତିର୍ତୋଲ-ପୋଷଳ ଶଂଘେଶ୍ୱର ରାସ୍ତାର ମହାନଦୀରେ ଏକ ବ୍ରିଜ ନିର୍ମାଣ କରାଯିବ । ଏହି ପ୍ରସ୍ତବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୮୮୮.୭୯ ମିଟର ସେତୁ ନିର୍ମାଣ ପାଇଁ ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବଜେଟ ହୋଇଛି । ଏହି ସେତୁ ନିର୍ମାଣ ଦ୍ୱାରା ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

Leave A Reply

Your email address will not be published.

seventeen + ten =