ମୁମ୍ବାଇ- ଆଜି ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ରେକ୍ଟର ସ୍କେଲରେ ଏହି ତ୍ରିବତା ୩.୫ ରହିଥିଲା ବୋଲି ଏନସିଏସ ପକ୍ଷରୁ କୁହାଯାଇଛି । ଉତର ମୁମ୍ବାଇ ଠାରୁ ୯୮ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । ଗତ ବୁଧବାର ଦିନ ମହାରାଷ୍ଟ୍ରରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତ୍ରିବତା ୩.୨ ରହିଥିଲା ।