ଭୁବନେଶ୍ୱର- ରାଜ୍ୟରେ କରୋନା ସାମ୍ପୁଲ ଟେଷ୍ଟ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୫୮,୮୪୦ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଆରଟିପିସିଆର ଟେଷ୍ଟିଂଙ୍ଗ ୮୬୮୦, ରା଼ପିଟ ଆଂଟିଜେନ ୫୦,୦୨୩ ଓ ଟ୍ରୁନେଟ ଟେଷ୍ଟ ୧୩୭ ଟି କରାଯାଇଛି । ମୟୂାଭଞ୍ଜରେ ସର୍ବାଧିକ ୮୩୯୧ ସାମ୍ପଲ ଟେଷ୍ଟ କରାଯାଇଛି ।