ରାଉରକେଲାରେ ସେରୋ ସର୍ଭେ ପାଇଁ ଆରଏମସିର ୧୭ ଜଣିଆ ଟିମ


ରାଉଲକେଲା- ରାଉରକେଲାରେ ଆଜିଠାରୁ ଆରମ୍ଭ ହେଇଛି ସେରୋ ସର୍ଭିଲାନ୍ସ । ଏଥିପାଇଁ ଭୁବନେଶ୍ୱର ଆରଏମସିର ୧୭ ଜଣିଆ ଟିମ ରାଉରକେଲାରେ ପଂହଚିଛନ୍ତି । ଆଜି ପ୍ରାୟ ୨୫୦୦ ସହ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି । ତେଣୁ ସଂକ୍ରମଣଙ୍କୁ ରେକିବା ପାଇଁ ରାଉରକେଲା ମହାନଗର ନିଗମ ଓ ଏହାର ଆଖପାଖ ଅଂଚଳରେ ସେରୋ ସର୍ଭିଲାନ୍ସ କରାଯାଉଛି । ସୁନ୍ଦରଗଡ ଜିଳ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦୦ରେ ପଂହଚିଥିବା ବେଳେ ୩୪୩୩ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏଯରବତ୍ ୯୨୮ ସକ୍ରିୟ ମାମଲା ହିଛି ଓ ୩୫ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

9 + 3 =