ରାଜ୍ୟରେ କରୋନା ନେଲା ପୁଣି ୯ ଜୀବନ


ଭୁବନେଶ୍ୱର- ଓଡିଶାରେ କରୋନାରେ ଆଖିବୁଜିଲେ ପୁଣି ୯ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ରାୟଗଡା ୨, ଖୋର୍ଦ୍ଧା, ସମ୍ବଲପୁର, ମାଲକାନାଗିରି ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନରେ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ଏଯାବତ୍ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

fifteen − 13 =