ରାଜ୍ୟରେ ଗତ ୨୪ ଘଂଟାରେ ୫୦,୩୯୩ କରୋନା ଟେଷ୍ଟ ପ୍ରମୁଖ ଖବର By Nyayabati Live Last updated Sep 6, 2020 149 0 ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୫୦,୩୯୩ କରୋନା ସାମ୍ପୁଲ ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୮୭୯୪ କରାଯାଇଥିବା ବେଳେ ରା଼ପିଟ ଆଂଟିଜେନ ଟେଷ୍ଟ ୪୧ ଓ ଟ୍ରୁନଟ ଟେଷ୍ଟ ୧୪୮ ରହିଛି । 0 149 Share