ଭୁବନେଶ୍ୱର- ଗତ ୨୪ ଘଂଟାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୯୦୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବୈଦ୍ଧ ୧୧୫, କଟକ ୧୨୮, ଢେଙ୍କାନାଳ ୬୯, ଗଜପତି ୬୮, ଗଞ୍ଜାମ ୩୨୭, ଜଗତସିଂହପୁର ୧୪, ଯାଜପୁର ୧୧, ଝାରସୁଗୁଡା ୧୯, କନ୍ଧମାଳ ୯୮, କେନ୍ଦ୍ରାପଡା ୧୩, କେନ୍ଦୁଝର ୫୧, ଖୋର୍ଦ୍ଧା ୩୭୮, କୋରାପୁଟ ୧୩୩, ମାଲକାନାଗିରି ୭୩, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୧,ନୂୟାଗଡ ୪, ନୂଆପଡା ୧୬, ପୁରୀ ୯୩, ରାୟଗଡା ୧୪୬, ସମ୍ବଲପୁର ୮୧, ସୋନପୁର ୨୦, ବରଗଡ ୧୦୨,ନବରଙ୍ଗପୁର ୧୧, ସୁନ୍ଦରଗଡ ୧୫୬ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ରେ ପଂହଚିଥିବା ବେଳେ ୩୯,୨୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏଯାବତ୍ ୧୭,୫୩୫ ବିଭିନ୍ନ ମେଡିକାଲରେ ଚିକତ୍ସାଧୀନ ଅଛନ୍ତି ।