ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ଆଜି ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରର ୨୩୧୫ ହୋଇଥିବା ବେଳେ ୧୬୭୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୮୭, କଟକ ୩୯୨, ଅନୁଗୁଳ ୧୧୪, ବାଲେଶ୍ୱର ୭୪,ବରଗଡ ୧୬୯, ଭଦ୍ରକ ୮୨, ବଲାଙ୍ଗିର ୧୮୦, ବୈଦ୍ଧ ୪୧, ଦେଓଗଡ ୧୮, ଢେଙ୍କାନାଳ ୧୦୧, ଗଜପତି ୧୮,ଗଞ୍ଜାମ ୯୫, ଜଗତସିଂହପୁର ୧୦୯, ଯାଜପୁର ୧୪୮, ଝରସୁଗୁଡା ୪୯, କନ୍ଧମାଳ୫୭, କଳାହାଣ୍ଡି ୭୪, କେନ୍ଦ୍ରାପଡା ୧୪୭, କେନ୍ଦୁଝର ୮୧, କୋରାପୁଟ ୧୨୭, ମାଲକାନଗିରି ୧୯, ମୟୂରଭଞ୍ଜ ୧୬୦, ନବରଙ୍ଗପୁର ୧୨୫, ନୟାଗଡ ୪୮, ନୂଆପଡା ୯୬, ପୁରୀ ୩୩୨, ରାୟଗଡା ୫୮, ସମ୍ବଲପୁର ୧୦୪, ସୋନପୁର ୭୪, ସୁନ୍ଦରଗଡ ୯୮ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୧୨୧ ରହିଥିବା ବେଳେ ୧୦୫୨୯୫ ଆରୋଗ୍ୟଲାଭ କରିଛନ୍ତି । ଏଯାବତ୍ ୩୩୧୮୨ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

one × 1 =