ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ


ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ବିଦ୍ୟାଶ୍ରୀଙ୍କୁ ୫ ଘଂଟା ଜେରାରେ ୭୦ ଟି ପ୍ରଶ୍ନ ପଚାରା ଯାଇଛି । ଏହି ପ୍ରଶ୍ନ ଗୁଡିକ କ୍ରାଇମବ୍ରାଂଚ ଟିମ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ଏହାପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ମଧ୍ୟ ଏହି ଟେଷ୍ଟ ହେବ । ଏହି ଟେଷ୍ଟ ଦ୍ୱାରା କ୍ରାଇମବ୍ରାଂଚକୁ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ମିଳିପାରେ ।

Leave A Reply

Your email address will not be published.

20 − 15 =