ଭୁବନେଶ୍ୱର- ସମ ହସ୍ପିଟାଲରେ କୋଭିଡ-୧୯ କୋଭ୍ୟାକିସନ ଟିକାର ଶୁଭ ଉଦଘାଟନ କରିଛନ୍ତି ପିଟିସିଟିୟୁର ଅଧ୍ୟକ ଡ. ଇ ଭେକେଂଟ ରାଓ ।କମ୍ୟୁନିଟି ମେଡିସିନ ବିଭାଗ ଅଧିନରେ ଏହି ଟିକାର ପରୀକ୍ଷଣ କରାଯିବ । ପ୍ରଥମ ଥର ପାଇଁ ଓଡିଶାର ସମ ହସ୍ପିଟାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି ଭେକେଂଟ ରାଓ କହିଛନ୍ତି ।