ସ୍ୱାଭାବିକ ହେଲା ଟ୍ରୋନ ସେବା


ଭୁବନେଶ୍ୱର- ଏଣିକି ସବୁଦିନ ଗଡିବ ଟ୍ରୋନ । ଆସନ୍ତା କାଲିଠାରୁ ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ ଲକଡାଉନ ହଟିବାରୁ ବାତିଲ ଟ୍ରୋନ ଗୁଡିକ ପୂର୍ବପରି ଚାଲିବ ବୋଲି ପୂର୍ବତଟ ରେଲୱେ କହିଛନ୍ତି ।

Leave A Reply

Your email address will not be published.

1 × 2 =