ୟୁଜି ଓ ପିଜି ଫାଇନାଲ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଗାଇଡଲାନ


ଭୁବେନଶ୍ୱର- କୋଭିଡ କଟକଣା ଭିତରେ ହେବ ଚଳିତ ବର୍ଷର ୟୁଜି ଓ ପିଜି ଶେଷ ସେମିଷ୍ଟାର ପାରୀକ୍ଷା । ଏଥିପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ୟୁଜି ପରୀକ୍ଷା ଅଫଲାଇନ ଓ ମଲ୍ଟିପଲ ଚଏସ ଦ୍ୱାରା କରାଯିବ । ସେହିପରି ପିଜି ପରୀକ୍ଷା ଅନଲାଇନରେ ହେବ । ସେପ୍ଟେମ୍ବର ୧୫ରୁ ୩୦ ସୁଦ୍ଧା ପରୀକ୍ଷା ସାରିବା ପାଇଁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସେହିଭଳି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ପରୀକ୍ଷା ଆସନ୍ତା ୧୫ରୁ ୩୦ ଭିତରେ ଅନଲାଇନରେ ହେବ । ପରୀକ୍ଷା ସୂଚୀ ଖୁବଶୀଘ୍ର ଅପଲୋଡ ହେବ ବୋଲି ପରୀକ୍ଷା କଂଟ୍ରୋଲର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × one =