୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ୪ ହଜାର ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୬୬ ହୋଇଥିବା ବେଳେ ୧୭୧୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୬୮୮ ଓ କଟକରେ ୪୯୨ ରହିଛି । ସେହିପରି ଅନୁଗୁଳ ୧୫୫, ବାଲେଶ୍ୱର ୧୩୩, ବରଗଡ ୧୦୦, ଭଦ୍ରକ ୮୧, ବଲାଙ୍ଗିର ୭୩, ବୈଦ୍ଧ ୫୬, ଦେଓଗଡ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଯାଜପୁର ୧୮୪,ଝାରସୁଗୁଡା୮୩, କଳାହାଣ୍ଡି ୬୭, କନ୍ଧମାଳ୭୭, କେନ୍ଦ୍ରାପଡା ୧୨୧, କେନ୍ଦୁଝର ୭୩,କୋରାପୁଟ ୯୯, ମାଲକାନଗିରି ୫୩, ମୟୂରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ ୫୪, ନୂଆପଡା ୫୪, ପୁରୀ ୧୬୬, ରାୟଗଡା ୧୬୦, ସମ୍ବଲପୁର ୧୨୭, ସୋନପୁର ୬୨, ସୁନ୍ଦରଗଡ ୧୬୬ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୩୪୧ରେ ପଂହଚିଥିବା ବେଳେ ୧୩୩୪୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୩୭୧୪୦ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

sixteen + twelve =